vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଡ଼େଲାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହୁମାଛି ଆତଙ୍କ: ୫ ଦିନ ହେଲା ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି

8/04/2019 at 9:38 AM

ପୁରୀ ୮/୪ : ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକର ଉଦୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହୁମାଛି ଆତଙ୍କ ଦେଖାଦେଇଛି । ବିଦ୍ୟାଳୟରେ ପାଠପଢ଼ା ଏକପ୍ରକାର ଠପ୍ ହୋଇ ଯାଇଥିବା ବେଳେ ୫ ଦିନ ହେବ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଯାଇଛି । ଯାହା ଫଳରେ କି ପିଲା ମାନେ ସ୍କୁଲ ଆସିବାକୁ ଡରୁଛନ୍ତି । ଅନ୍ୟପଟେ ଅଙ୍ଗନବାଡି କେନ୍ଦ୍ରଟି ପାଖରେ ଥିବା ବେଳେ ପିଲାମାନେ ଡରରେ ପାଠ ପଢୁଛନ୍ତି ।

ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦୁଆର ଦେଇ ପାଠ ପଢୁଛନ୍ତି । ସେହିପରି ପ୍ରଥମ ଶ୍ରେଣୀ ଛାତ୍ରୀ ପୁନମ ପ୍ରଜ୍ଞା ବରାଳ, ଆରାଧ୍ୟା ପ୍ରଧାନ, ପାଚିକା କାଦମ୍ବିନୀ ପ୍ରଧାନ, ଅଭିଭାବକ ଶ୍ରଦ୍ଧାଞ୍ଜଳି ଖଟେଇ, ବୃନ୍ଦାବନ ମାଲିକ ଆହତ ହୋଇଛନ୍ତି । ଏହି ବିଦ୍ୟଳୟ ନିକଟରେ ଥିବା ଏକ ବରଗଛରେ ୩ଟା ବାଘୁଆ ମହୁମାଛି ଭରା ରହିଛି ।

   Related Posts