ହୋମିଓପାଥି ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ

Published By : Prameya-News7 Bureau | April 16, 2018 IST

ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅସୁରଳିରେ ହୋମିଓପାଥି ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ମୃତ ଡାକ୍ତର ଗୋପାଳ କୃଷ୍ଣ ନାୟକ ଦୀର୍ଘ ୨୨ ବର୍ଷ ହେଲା ସେ ହୋମିଓପାଥି କ୍ଲିନିକ କରିଥିଲେ ଗତ ରବିବାର ସନ୍ଧ୍ୟାରେ ତାଙ୍କୁ ୨ଜଣ ଯୁବକ ମେଡିକାଲ ନେଇ ଆସିଥିଲେ ଡାକ୍ତର ତାଙ୍କୁ ସେଠି ମୃତ ଘୋଷଣା କରିବାପରେ ୨ଜଣ ଯୁବକ ଫେରାର ହୋଇଯାଇଛନ୍ତି ମୃତ୍ୟୁର କାରଣକୁ ନେଇ ସନ୍ଦେହ ପ୍ରକାଶ ପାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.