ହୋମିଓପାଥି ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ
16/04/2018 at 7:59 AM

ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅସୁରଳିରେ ହୋମିଓପାଥି ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି
ମୃତ ଡାକ୍ତର ଗୋପାଳ କୃଷ୍ଣ ନାୟକ
ଦୀର୍ଘ ୨୨ ବର୍ଷ ହେଲା ସେ ହୋମିଓପାଥି କ୍ଲିନିକ କରିଥିଲେ
ଗତ ରବିବାର ସନ୍ଧ୍ୟାରେ ତାଙ୍କୁ ୨ଜଣ ଯୁବକ ମେଡିକାଲ ନେଇ ଆସିଥିଲେ
ଡାକ୍ତର ତାଙ୍କୁ ସେଠି ମୃତ ଘୋଷଣା କରିବାପରେ ୨ଜଣ ଯୁବକ ଫେରାର ହୋଇଯାଇଛନ୍ତି
ମୃତ୍ୟୁର କାରଣକୁ ନେଇ ସନ୍ଦେହ ପ୍ରକାଶ ପାଇଛି