Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହୋମଗାର୍ଡଙ୍କ ଦାଦାଗିରି ; ନିର୍ଦୋଷରେ ଅଟୋ ଚାଳକଙ୍କୁ ପିଟିଲେ ହୋମଗାର୍ଡ

30/05/2018 at 7:28 AM

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବସ ଷ୍ଟାଣ୍ଡରେ ଗତକାଲି ବିଳମ୍ବିତ ରାତିରେ ଅଟୋ ଚାଳକଙ୍କୁ ଖୁଣ୍ଟା ଥାନାର ଜଣେ ହୋମଗାର୍ଡ ନିର୍ଘାତ ମାଡ ମାରିଥିବା ଅଭିଯୋଗ ହେଇଛି | ଗତକାଲି ରାତି ପ୍ରାୟ ସାଢେ ୧୦ଟା ବେଳେ ଗୟାଳମରା ଗାଁର ଅଜିତ ଦାସ ନାମକ ଜଣେ ଅଟୋ ଚାଳକ ତାଙ୍କ ଗାଡିକୁ ଅପେକ୍ଷା କରିଥିବା ସମୟରେ ଡ୍ୟୁଟିରେ ଥିବା ହୋମଗାର୍ଡ ତାଙ୍କୁ ଟଙ୍କା ମାଗିଥିଲେ | ଅଜିତ ଟଙ୍କା ଦେବାକୁ ମନାକରିବାରୁ ହୋମଗାର୍ଡ ଜଣକ ଉତକ୍ଷିପ୍ତ ହୋଇ ତାଙ୍କୁ ରାସ୍ତାରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏକ ଠେଙ୍ଗାରେ ନିର୍ଘାତ ମାଡ ମାରିଥିଲେ |

Leave a Reply

   Related Posts