ମୟୁରଭଞ୍ଜରେ ଚାନ୍ଦା ନଦେବାରୁ ଟ୍ରକ୍ ଡ୍ରାଇଭରକୁ ମାଡ ମାରିଲେ ହୋମଗାର୍ଡ
21/10/2018 at 10:26 AM

ମୟୁରଭଞ୍ଜ ୨୧|୧୦: ଚାନ୍ଦା ନଦେବାରୁ ଟ୍ରକ୍ ଡ୍ରାଇଭରକୁ ମାଡ ମାରିଲେ ହୋମଗାର୍ଡ । ମୟୂରଭଞ୍ଜ ଖୁଣ୍ଟା କୁଆମରା ଫାଣ୍ଡିର ହୋମଗାର୍ଡ ସନ୍ତେ।ଷ ମହାପାତ୍ର ଟ୍ରକ୍ ଡ୍ରାଇଭର ରଘୁ ମୁଣ୍ଡାକୁ ଚାନ୍ଦା ମାଗିଥିଲେ । ରଘୁ ଟଙ୍କା ନଦେବାରୁ ହୋମଗାର୍ଡ ଜଣକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହାସହ ମାଡ ମଧ୍ୟ ମାରିଥିଲେ । ହୋମଗାର୍ଡଙ୍କ ଆକ୍ରମଣରେ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହେ।ଇଛନ୍ତି । ଏନେଇ ଖୁଣ୍ଟା ଥାନାରେ ଅଭିଯେ।ଗ କରିଛନ୍ତି । ତେବେ ଅଭିଯେ।ଗକୁ ଖଣ୍ଡନ କରିଛନ୍ତି ହେ।ମଗାର୍ଡ । ଅନ୍ୟପଟେ ମାଡ ମାରିଥିବା ହୋମଗାର୍ଡ କିଛି ଦିନ ତଳେ ଖୁଣ୍ଟା ଥାନା ଅଞ୍ଚଳର ଜଣେ ଅଟେ। ଚାଳକଙ୍କୁ ମଧ୍ୟ ମାଡ ମାରି ଗୁରୁତର କରିଥିଲେ । ହେଲେ ଏନେଇ ପେ।ଲିସ ନିକଟରେ ଅଭିଯେ।ଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।
Related Posts
ମାର୍ଚ୍ଚ ୧୦ ରୁ ମାଟ୍ରିକ୍ ସମ୍ମେଟିଭ୍ ୨, ସକାଳ ୮ଟାରୁ ୧୦ଟା ଯାଏଁ ପରୀକ୍ଷା
5 February 2023
ଡକାୟତି ଯୋଜନା ପଣ୍ଡ, ୫ଜଣଙ୍କୁ ବାନ୍ଧିଲା ପୋଲିସ
5 February 2023
ସ୍କୁଲରେ ଭୂତ ଭୟ ! ଦୀର୍ଘ ଦିନ ହେବ ବିଦ୍ୟାଳୟରେ ଝୁଲୁଛି ତାଲା
5 February 2023