AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ମୟୁରଭଞ୍ଜରେ ଚାନ୍ଦା ନଦେବାରୁ ଟ୍ରକ୍ ଡ୍ରାଇଭରକୁ ମାଡ ମାରିଲେ ହୋମଗାର୍ଡ

21/10/2018 at 10:26 AM

ମୟୁରଭଞ୍ଜ ୨୧|୧୦: ଚାନ୍ଦା ନଦେବାରୁ ଟ୍ରକ୍ ଡ୍ରାଇଭରକୁ ମାଡ ମାରିଲେ ହୋମଗାର୍ଡ । ମୟୂରଭଞ୍ଜ ଖୁଣ୍ଟା କୁଆମରା ଫାଣ୍ଡିର ହୋମଗାର୍ଡ ସନ୍ତେ।ଷ  ମହାପାତ୍ର ଟ୍ରକ୍ ଡ୍ରାଇଭର ରଘୁ ମୁଣ୍ଡାକୁ ଚାନ୍ଦା ମାଗିଥିଲେ ।  ରଘୁ ଟଙ୍କା ନଦେବାରୁ ହୋମଗାର୍ଡ ଜଣକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହାସହ ମାଡ ମଧ୍ୟ ମାରିଥିଲେ । ହୋମଗାର୍ଡଙ୍କ ଆକ୍ରମଣରେ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହେ।ଇଛନ୍ତି । ଏନେଇ ଖୁଣ୍ଟା ଥାନାରେ ଅଭିଯେ।ଗ କରିଛନ୍ତି । ତେବେ​ ଅଭିଯେ।ଗକୁ ଖଣ୍ଡନ କରିଛନ୍ତି ହେ।ମଗାର୍ଡ । ଅନ୍ୟପଟେ ମାଡ ମାରିଥିବା ହୋମଗାର୍ଡ କିଛି ଦିନ ତଳେ ଖୁଣ୍ଟା ଥାନା ଅଞ୍ଚଳର ଜଣେ ଅଟେ। ଚାଳକଙ୍କୁ ମଧ୍ୟ ମାଡ ମାରି ଗୁରୁତର କରିଥିଲେ । ହେଲେ ଏନେଇ ପେ।ଲିସ ନିକଟରେ ଅଭିଯେ।ଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।

   Related Posts