ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ହଲିଉଡ ଅଭିନେତ୍ରୀ ଏଞ୍ଜେଲିନା ଜୋଲୀଙ୍କର ଏହି ଫଟୋ ସୋସିଆଲ ମିଡିଆରେ ହେଉଛି ଭାଇରାଲ

28/11/2019 at 1:26 PM

ହଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଏଞ୍ଜେଲିନା ଜୋଲୀ ତାଙ୍କ ହଟ୍‌ ଲୁକ ପାଇଁ ପ୍ରସିଦ୍ଧ। ଏଞ୍ଜେଲିନାଙ୍କର କୋଟି କୋଟି ଫ୍ୟାନ୍ସ ତାଙ୍କ ସୁନ୍ଦର ଫଟୋ ଓ ସେକ୍ସି ଭିଡିଓ ଦେଖିବା ବହୁତ ପସନ୍ଦ କରନ୍ତି।

ଏଥର ଏଞ୍ଜେଲିନା ପୁଣିଥରେ ବୋଲ୍ଡ ଅବତାରରେ ନଜର ଆସିଛନ୍ତି। ଖୁବ କମ ସମୟ ମଧ୍ୟରେ ଇଣ୍ଟରନେଟରେ ଏଞ୍ଜେଲିନାଙ୍କର ଏହି ଫଟୋ ଧମାଲ କରିଛି।

ଏଞ୍ଜେଲିନାଙ୍କ ନିଆରା ଅନ୍ଦାଜ ସମସ୍ତଙ୍କୁ ଘାୟଲ କରିଦିଏ। ଭାଇରାଲ ହେଉଥିବା ଫଟୋରେ ଏଞ୍ଜେଲିନା କଳା ରଂଗର ଡ୍ରେସ ପିନ୍ଧିଛନ୍ତି। ଏହି ଫଟୋରେ ତାଙ୍କ କିଲର ଲୁକ ଅନେକ ଦର୍ଶକଙ୍କୁ ପସନ୍ଦ ଆସିଛି। ଏଞ୍ଜେଲିନା ସୋସିଆଲ ମିଡିଆରେ ଅଧିକାଂଶ ସମୟ ଆକ୍ଟିଭ ରୁହନ୍ତି।

ଏଞ୍ଜେଲିନା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ଭିଡିଓ ସେୟାର କରନ୍ତି। ଦର୍ଶକ ଏଞ୍ଜେଲିନାଙ୍କ ସେକ୍ସି ଫଟୋ ପୋଷ୍ଟ ହେବା ଅପେକ୍ଷାରେ ରୁହନ୍ତି ତାଙ୍କ ପ୍ରଶଂସକ। ସୋସିଆଲ ମିଡିଆ ଆକାଉଣ୍ଟରେ ଏଞ୍ଜେଲିନାଙ୍କର ବଡ ସଂଖ୍ୟାର ଫଲୋଅର୍ସ ଅଛନ୍ତି।  

   Related Posts