oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଗାଁଠୁ ସହର ସବୁଠି ହୋଲିର ମାହୋଲ,ରଙ୍ଗ ଅବିରରେ ରଙ୍ଗେଇ ହୋଇଛନ୍ତି ଛୋଟରୁ ବଡ

19/03/2022 at 11:08 AM

ଚଣ୍ଡିଖୋଲ ୧୯।୦୩ : ଆଜି ହେଉଛି ରଙ୍ଗର ପର୍ବ ହୋଲି । ସବୁଠି ଉତ୍ସବ ମୁଖର ପରିବେଶ । ଭାଇଚାରାର ଏହି ପର୍ବରେ ସାମିଲ ହୋଇ ସମସ୍ତେ ଉତ୍ସବ ମନାଉଛନ୍ତି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବଡଘୁମୁରି ପଞ୍ଚାୟତରେ ବେଶ୍‌ ଧୁମଧାମରେ ପାଳନ ହେଉଛି ହୋଲି ଉତ୍ସବ । ପାରମ୍ପରକି ସଂକ୍ରୀତନ ସାଙ୍ଗକୁ ହୋଲି ଖେଳି ଭାଇଚାରାର ଏହି ପର୍ବରେ ସାମିଲ ହୋଇଛନ୍ତି ଛୋଟରୁ ବୟସ୍କ ।  ସ୍ଥାନୀୟ ସରପଞ୍ଚ , ପିଲା, ବୟସ୍କ ନିଜ ଭିତରେ ଥିବା ଭେଦଭାବକୁ ଦୁରେଇ ଦେଇ ରଙ୍ଗରେ ମସଗୁଳ ହୋଇଛନ୍ତି ।

   Related Posts