ହକି ବିଶ୍ୱକପ୍ : ଦ୍ୱିତୀୟ ମ୍ୟାଚ୍ରେ ଫ୍ରାନ୍ସକୁ ୮-୦ ଗୋଲ୍ରେ ହରାଇ ବାଜିମାତ୍ କଲା ଅଷ୍ଟ୍ରେଲିଆ
13/01/2023 at 7:14 PM

ଭୁବନେଶ୍ୱର ୧୩/୦୧: ହକି ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଟିମ ବିଜୟ ଟୀକା ପିନ୍ଧିଛି। ଫ୍ରାନ୍ସକୁ ୮-୦ ଗୋଲରେ ହରାଇ ୩ଥରର ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆ ଦଳ ପୁଣି ଜିତିଛି। ଫ୍ରାନ୍ସ ପେନାଲ୍ଟିର ସୁଯୋଗ ପାଇ ମଧ୍ୟ ଅଷ୍ଟ୍ରେଲିଆକୁ ଗୋଟିଏ ବି ଗୋଲ ଦେଇପାରିନଥିଲା।। ସେପଟେ ଫ୍ରାନ୍ସକୁ ଚକମା ଅଷ୍ଟ୍ରେଲିଆ ଗୋଟିଏ ପରେ ଗୋଟିଏ ଗୋଲ ଦେଇ ଚାଲିଥିଲା। ବିଶ୍ୱକପ୍ ଇତିହାସରେ ଅଷ୍ଟ୍ରେଲିଆ ୩ ଥର ବିଶ୍ୱ ବିଜୟୀ ହୋଇଥିବା ବେଳେ ଫ୍ରାନ୍ସ ଗୋଟିଏ ଥର ବି ଚାମ୍ପିଆନ ହୋଇପାରିନାହିଁ। ସେପଟେ