Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ହକି ବିଶ୍ବକପ୍ ୨୦୧୮ : ଆଜି ଅଷ୍ଟ୍ରେଲିଆକୁ ଭେଟିବ ଆୟାର୍ଲାଣ୍ଡ, ଇଂଲଣ୍ଡ ଓ ଚୀନ୍ ମଧ୍ୟରେ ଟକ୍କର

30/11/2018 at 2:21 PM

ଭୁବନେଶ୍ବର ୩୦|୧୧:  ହକି ବିଶ୍ବକପ୍ ର ପୁଲ୍  ‘ଏ’ ଓ’ ସି’ର ରୋମାଞ୍ଚ ପରେ ଏବେ କ୍ରୀଡ଼ା ପ୍ରେମୀଙ୍କ ନଜର ପୁଲ୍  ‘ବି’ ଉପରେ । ଆଜି ପୁଲ୍ ବିରେ ଖେଳାଯିବ ଦୁଇଟି ମ୍ୟାଚ୍ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ-ଆୟାର୍ଲାଣ୍ଡ ମଧ୍ୟରେ ହେବ ମୁକାବିଲା ଦ୍ବିତୀୟ ମ୍ୟାଚରେ  ଇଂଲଣ୍ଡକୁ ଭେଟିବ ଚୀନ। ତେବେ ଆୟାର୍ଲାଣ୍ଡକୁ ହରାଇ ହ୍ୟାଟ୍ରିକ ଟାଇଟଲ ଅଭିଯାନର ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ ।

   Related Posts