ହକି ବିଶ୍ବକପ୍ ୨୦୧୮ : ଆଜି ଅଷ୍ଟ୍ରେଲିଆକୁ ଭେଟିବ ଆୟାର୍ଲାଣ୍ଡ, ଇଂଲଣ୍ଡ ଓ ଚୀନ୍ ମଧ୍ୟରେ ଟକ୍କର

Published By : Prameya-News7 Bureau | November 30, 2018 IST

ଭୁବନେଶ୍ବର ୩୦|୧୧:  ହକି ବିଶ୍ବକପ୍ ର ପୁଲ୍  'ଏ' ଓ' ସି'ର ରୋମାଞ୍ଚ ପରେ ଏବେ କ୍ରୀଡ଼ା ପ୍ରେମୀଙ୍କ ନଜର ପୁଲ୍  'ବି' ଉପରେ । ଆଜି ପୁଲ୍ ବିରେ ଖେଳାଯିବ ଦୁଇଟି ମ୍ୟାଚ୍ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ-ଆୟାର୍ଲାଣ୍ଡ ମଧ୍ୟରେ ହେବ ମୁକାବିଲା ଦ୍ବିତୀୟ ମ୍ୟାଚରେ  ଇଂଲଣ୍ଡକୁ ଭେଟିବ ଚୀନ। ତେବେ ଆୟାର୍ଲାଣ୍ଡକୁ ହରାଇ ହ୍ୟାଟ୍ରିକ ଟାଇଟଲ ଅଭିଯାନର ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.