ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମରେ ଜୁନିୟର ଫ୍ରେଣ୍ଡସିପ୍ ମ୍ୟାଚ୍, ମୁହାଁମୁହିଁ ହେବେ ଭାରତ-ସାଉଥ କୋରିଆ

Published By : Prameya-News7 Bureau | December 23, 2022 IST

ରାଉରକେଲା ୨୩/୧୨: ହକି ବିଶ୍ୱକପ୍‌କୁ ରହିଲା ମାତ୍ର ଆଉ ୨୦ ଦିନ । ଆସନ୍ତା ଜାନୁଆରୀ ୧୩ ରେ ଅନୁଷ୍ଠିତ ହେବ ହକି ମହାକୁମ୍ଭ । ଦିନ ଯେତେ ପାଖଉଛି ହକି ପ୍ରେମୀଙ୍କ ମନରେ ସତେ ହକି ଫିବର ବଢ଼ିବାରେ ଲାଗିଛି ।

ଦେଶର ବୃହତମ ରାଉରକେଲାର ବୀର ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମରେ ଆଜି ଭାରତ ଜୁନିଅର ଟିମ ସହ ସାଉଥ କୋରିଆ ଜୁନିଅର ଟିମ ମଧ୍ୟରେ ଖେଳାଯିବ ବନ୍ଧୁତା ପୂର୍ଣ୍ଣ ମ୍ୟାଚ୍ । ଯାହାକୁ ନେଇ ହକିପ୍ରେମୀ ବେଶ ଉତ୍ସାହିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.