AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମରେ ଜୁନିୟର ଫ୍ରେଣ୍ଡସିପ୍ ମ୍ୟାଚ୍, ମୁହାଁମୁହିଁ ହେବେ ଭାରତ-ସାଉଥ କୋରିଆ

23/12/2022 at 8:06 AM

ରାଉରକେଲା ୨୩/୧୨: ହକି ବିଶ୍ୱକପ୍‌କୁ ରହିଲା ମାତ୍ର ଆଉ ୨୦ ଦିନ । ଆସନ୍ତା ଜାନୁଆରୀ ୧୩ ରେ ଅନୁଷ୍ଠିତ ହେବ ହକି ମହାକୁମ୍ଭ । ଦିନ ଯେତେ ପାଖଉଛି ହକି ପ୍ରେମୀଙ୍କ ମନରେ ସତେ ହକି ଫିବର ବଢ଼ିବାରେ ଲାଗିଛି ।

ଦେଶର ବୃହତମ ରାଉରକେଲାର ବୀର ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମରେ ଆଜି ଭାରତ ଜୁନିଅର ଟିମ ସହ ସାଉଥ କୋରିଆ ଜୁନିଅର ଟିମ ମଧ୍ୟରେ ଖେଳାଯିବ ବନ୍ଧୁତା ପୂର୍ଣ୍ଣ ମ୍ୟାଚ୍ । ଯାହାକୁ ନେଇ ହକିପ୍ରେମୀ ବେଶ ଉତ୍ସାହିତ ।

   Related Posts