oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ପିସ୍ତଲରେ ମୁଣ୍ଡକୁ ପିଟିଲେ, ଲୁଟି ନେଲେ ୧୦ ହଜାର ଟଙ୍କା

11/12/2020 at 10:56 PM

ରାଉରକେଲା ୧୧।୧୨: ରାଉରକେଲା–ପିସ୍ତଲ ମୁନରେ ଲୁଟ୍ । ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ଲୁଟିନେଲେ ୧୦ ହଜାର । ଦୁଇ ଦୁର୍ବୁତ୍ତ ବାଇକରେ ଆସି ପିସ୍ତଲରେ ମୁଣ୍ଡକୁ ମାଡ଼ ମାରି ଲୁଟ କରି ହୋଇଗଲେ ଫେରାର । ଗୁରୁତର ଅବସ୍ଥାରେ ଗୁରୁତର କର୍ମଚାରି ନନ୍ଦ କିଶୋର କେଶରୀ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି । ବିରାମିତ୍ରପୁର ଲାହାକୋଠି ଲାଲଜିରାମ ଦୟାନନ୍ଦ ଫୁଏଲ ସେଣ୍ଟର ଘଟିଛି ଘଟଣା ।

   Related Posts