ରାଉରକେଲା ୧୧।୧୨: ରାଉରକେଲା--ପିସ୍ତଲ ମୁନରେ ଲୁଟ୍ । ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ଲୁଟିନେଲେ ୧୦ ହଜାର । ଦୁଇ ଦୁର୍ବୁତ୍ତ ବାଇକରେ ଆସି ପିସ୍ତଲରେ ମୁଣ୍ଡକୁ ମାଡ଼ ମାରି ଲୁଟ କରି ହୋଇଗଲେ ଫେରାର । ଗୁରୁତର ଅବସ୍ଥାରେ ଗୁରୁତର କର୍ମଚାରି ନନ୍ଦ କିଶୋର କେଶରୀ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି । ବିରାମିତ୍ରପୁର ଲାହାକୋଠି ଲାଲଜିରାମ ଦୟାନନ୍ଦ ଫୁଏଲ ସେଣ୍ଟର ଘଟିଛି ଘଟଣା ।
ଯେମିତି ଅମେଠୀ ଛାଡ଼ିଲେ ସେମିତି ୱାୟନଡ଼ରୁ ବି ବିଦା ହ...