ବାରଙ୍ଗ ୩୦/୦୯: ଭୁବନେଶ୍ଵର ରାଜମହଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଫୁଟ୍ପାଥ୍ ଉପରେ ଶୋଇଥିବା ଲୋକଙ୍କ ଉପରେ ଗାଡି ଚଢାଇ ଘୋଷାଡି ନେଲା କାର୍ । କାର୍ ଚଢ଼ି ଜୀବନ ସଙ୍କଟାପନ୍ନ ଥିବା ବ୍ୟକ୍ତିଙ୍କୁ ମେଡିକାଲ୍ ନେଲା କ୍ୟାପିଟାଲ ଥାନା ପୋଲିସ୍ ।
ସେପଟେ ଦୁର୍ଘଟଣା ଘଟାଇ ଥିବା ମାରୁତି ସ୍ଵିଫ୍ଟ କାର୍ କୁ କିଛି ଯୁବକ ଏବଂ ପୋଲିସ୍ ପିଛା କରିଥିଲେ। ଦୃତ ଗତିରେ ରାଜମହଲ ଛକରୁ ନବୀନ ନିବାସ ଓ ସୁନ୍ଦରପଦା ଦେଇ ଲିଙ୍ଗିପୁର୍ ଗାଁରେ ପଶିଲେ ଗାଡ଼ି ଚାଳକ। ଶେଷରେ ଦୟା ନଦୀକୁ କାର୍ ଫିଙ୍ଗି ଫେରାର ହୋଇଗଲେ ଚାଳକ। ଯେତେ ଖୋଜିଲେ ବି ମିଳୁନି ଡ଼୍ରାଇଭରଙ୍କ ପତ୍ତା । ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ କଲା ଧଉଳି ଥାନା ପୁଲିସ୍ ।
you can also read....
wp:embed {"url":"https://www.prameyanews7.com/allegation-of-sexual-harassment-in-m0-bus-traveling-on-route-number-18/","type":"wp-embed","providerNameSlug":"prameya-news-7"}