oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ହୀରାକୁଦରେ ୬୨୬ ଫୁଟ ଟପିଲା ଜଳସ୍ତର, ୪୦ ଗେଟ୍‌ ଦେଇ ଜଳ ନିଷ୍କାସନ

17/08/2022 at 7:44 AM

ସମ୍ବଲପୁର ୧୭।୦୮: ହୀରାକୁଦରେ ୬୨୬ ଫୁଟ ଟପିଲା ଜଳସ୍ତର । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ୬୨୬.୫୬ ଫୁଟ ରହିଛି । ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୫ ଲକ୍ଷ ୯୭ ହଜାର ୯୨ କ୍ୟୁସେକ୍ ପାଣି ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୬ ଲକ୍ଷ ୭୯ ହଜାର ୬୮୩ କ୍ୟୁସେକ୍ । ଏବେ ୪୦ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।

ତେବେ ଏସ୍‌ଆର୍‌ସିଙ୍କ ରିପୋର୍ଟ ଅନୁଯାୟୀ, ବନ୍ୟାରେ ଏଯାଏ ୧୦ ଜିଲ୍ଲା ପ୍ରଭାବିତ ହୋଇଛି । ୪୯ ବ୍ଲକର ୩୬୯ ଗ୍ରାମ ପଞ୍ଚଅୟତ, ୧୩୬୬ ଗ୍ରାମ, ୯ଟି ସହରାଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ୯ ଜିଲ୍ଲାରେ ୨୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି । ୭୦୭ ଘର ଭାଙ୍ଗିଛି । ୨୪ ହଜାର ହେକ୍ଟର ଜମିରେ ପାଣି ମାଡ଼ି ଯାଇଛି । ୪୩ ବ୍ଲକ ବର୍ଷା ପାଇଁ ପ୍ରଭାବିତ ହୋଇଛି ।

   Related Posts