ହୀରାକୁଦ ଜଳଭଣ୍ଡାର ଅପଡେଟ୍ : ୪ଟି ଗେଟ୍ ଦେଇ ଜଳ ନିଷ୍କାସନ, ଜଳସ୍ତର ୬୧୯.୩୧ ଫୁଟ୍

Published By : Prameya-News7 Bureau | August 21, 2019 IST

ସମ୍ବଲପୁର ୨୧|୮: ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୩୧ ଫୁଟ୍ । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୬୩ ହଜାର ୭୯୬ କ୍ୟୁସେକ୍ ଜଳ । ଜଳଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି ୮୨ ହଜାର ୮୬୬ କ୍ୟୁସେକ୍ ଜଳ । ବାମ ପାର୍ଶ୍ବରେ ୩ ଓ ଦକ୍ଷିଣ ପାର୍ଶ୍ବରେ ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.