ଆଜି ୧୨ ଘଣ୍ଟିଆ ହୀରାକୁଦ ବନ୍ଦ
Published By : Prameya-News7 Bureau | June 27, 2018 IST
ଆଜି ୧୨ ଘଣ୍ଟିଆ ହୀରାକୁଦ ବନ୍ଦ । ଗତକାଲି ଅଳିଆ ଗଦା ଟ୍ରକ ଧକ୍କାରେ ଜଣଙ୍କ ମୃତ୍ୟୁ ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ ସ୍ଥାନୀୟ ଲେ।କେ । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ମୃତକଙ୍କ ସ୍ତ୍ରୀକୁ ଚାକିରି ଦେବାକୁ ଦାବି କରି ଗତକାଲି ସ୍ଥାନୀୟ ଲେ।କେ ଆନ୍ଦେ।ଳନ କରିଥିଲେ । ହେଲେ ଆନ୍ଦେ।ଳନକାରୀଙ୍କ ମଧ୍ୟରୁ ୧୫ ଜଣଙ୍କୁ ପେ।ଲିସ ଗିରଫ କରିଥିଲା । ଯାହାର ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ଫଳରେ ହୀରାକୁଦର ବିଭିନ୍ନ ସ୍ଥାନରେ ଦେ।କାନା ବଜାର ବନ୍ଦ ସହ ଗାଡି ଚଳାଚଳ ବନ୍ଦ ରହିଛି । ଦୁର୍ଘଟଣାରେ ହିଣ୍ଡାଲକେ।ର ଠିକା କର୍ମଚାରୀ ଅରୁଣ ଯାଦବଙ୍କ ମୃତ୍ୟୁ ହେ।ଇଥିଲା ।