ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଡିସେମ୍ବରରୁ ଲାଗୁ ହେବ ଟ୍ରାଫିକ ନିୟମ: ହିମାଚଳ ପ୍ରଦେଶର ଦେଢ଼ଗୁଣା ବୃଦ୍ଧି ହେଲା ଜରିମାନା ରାଶି

25/11/2019 at 1:27 PM

ନୂଆଦିଲ୍ଲୀ୨୫/୧୧: ଆସନ୍ତା ଡିସେମ୍ବର ମାସରୁ କେନ୍ଦ୍ର ସରକାରଙ୍କ ମୋଟର ଭେହିକିଲ୍ ଆକ୍ଟ ଲାଗୁ ହେବ। ଟ୍ରାଫିକ ନିୟମ ଉଲଂଘନ କଲେ ଜରିମାନା ଦେବାକୁ ହେବ। ତେଣୁ କେନ୍ଦ୍ର ପରିବହନ ବିଭାଗ ପକ୍ଷରୁ ନୂଆ ଜରିମାନା ତାଲିକା ପ୍ରସ୍ତୁତ ହୋଇଛି। କିନ୍ତୁ ଏଥର ହିମାଚଳ ପ୍ରଦେଶରେ ଜରିମାନା ରାଶି ଦେଢ଼ଗୁଣା ବୃଦ୍ଧି ହୋଇଛି।

ହିମାଚଳ ପ୍ରଦେଶର ଭେହିକିଲ ଆକ୍ଟରେ ସଂଶୋଧିତ ନୂଆ ଜରିମାନା ତାଲିକା

ବିନା ହେଲମେଟ୍‌ରେ ଗାଡ଼ି ଚଳାଇଲେ- ୫୦୦ରୁ ୧୫୦୦ ଟଙ୍କା ଜରିମାନା

ନାବାଳକ ଗାଡ଼ି ଚଳାଇଲେ- ୨୫ ହଜାର ଜରିମାନା ସହ ଗାଡ଼ିର ପଞ୍ଜିକରଣ ରଦ୍ଦ

ବାଇକରେ ତିନି ଜଣ ଯାତ୍ରା କଲେ- ୫୦୦ ଟଙ୍କା ଜରିମାନା

ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଳାଇଲେ- ୫ ହଜାର ଜରିମାନା

ଦ୍ରୁତଗତିରେ ଗାଡ଼ି ଚଳାଇଲେ- ୫୦୦୦ ହଜାର ଜରିମାନା

ବିନା ସିଟ୍‌ ବେଲ୍ଟରେ ଗାଡି ଚଳାଇଲେ-୧୦୦୦ ହଜାର ଟଙ୍କା

ମଦ ପିଇ ଗାଡ଼ି ଚଳାଇଲେ-୧୦,୦୦୦ ହଜାର ଟଙ୍କା ଜରିମାନା

   Related Posts