previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

ବାତିଲ ହୋଇପାରେ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ

28/04/2020 at 7:06 PM

 କଟକ୨୮/୪:  ବାତିଲ ହୋଇପାରେ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ। ଗ୍ରୀଷ୍ମ ଅବକାଶ ବାତିଲ ନେଇ ମଙ୍ଗଳବାର ଫୁଲ୍ କୋର୍ଟରେ ନିଷ୍ପତ୍ତି ହୋଇଛି। ମୁଖ୍ୟ ବିଚାପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ଫୁଲ କୋର୍ଟ। ଲକ୍‌ଡାଉନ୍‌ ପରେ ଅର୍ଥାତ ମେ ୩ ତାରିଖ ପରେ ବାତିଲ ହେବ ଗ୍ରଷ୍ମ ଅବକାଶ। ଲକ୍‌ଡାଉନ୍‌ ଜାରି ରହିଲେ ପୂର୍ବଭଳି ଅନ୍‌ଲାଇନ୍‌ରେ ହେବ କୋର୍ଟ ଅବକାଶ। ହାଇକୋର୍ଟ ସହ ତଳ କୋର୍ଟ ଗୁଡିକର ମଧ୍ୟ ଗ୍ରୀଷ୍ମ ଅବକାଶ ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଛି।

   Related Posts