previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରସିଦ୍ଧ ଖାଟୁଶ୍ୟାମ ମନ୍ଦିରରେ ଦଳାଚକଟା, ୩ ଶ୍ରଦ୍ଧାଳୁ ମୃତ : ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୨ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ଉପରତଳ ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୧୬୧୬୭ କରୋନା ପଜିଟିଭ୍
  • ||
  • ବିହାରରେ ବିଜେପିଠୁ ଅଲଗା ହେବ ଜେଡିୟୁ ! ଗୋଟିଏ-ଦୁଇ ଦିନରେ ହୋଇପାରେ ଘୋଷଣା
  • ||
  • ଝାରସୁଗୁଡା ଉପକାରାଗାରରେ ଅଘଟଣ, ଗଳାକାଟି କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଜଙ୍ଗଲର ରାଜାକୁ ପାଳିବା ପାଇଁ ଟଙ୍କା ନାହିଁ : ଚିଡିଆଖାନାର ସିଂହକୁ ବିକ୍ରି କରିଦେବ ପାକିସ୍ତାନ
  • ||

ରାଜ୍ୟରେ ହାତୀ ମୃତ୍ୟୁ ପ୍ରସଙ୍ଗ: ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ, ୨୫ରେ ପରବର୍ତ୍ତୀ ଶୁଣାଣି

5/07/2022 at 5:27 PM

କଟକ, ୦୫।୦୭: ରାଜ୍ୟରେ ହାତୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ଶୁଣାଣୀ କରିଛନ୍ତି ହାଇକୋର୍ଟ । ଆସାମ ଢାଞ୍ଚାରେ କଡା ଆଇନ୍ ଆଣିବା ସମ୍ପର୍କିତ ମାମଲାରେ ଆଜି ଶୁଣାଣି ହୋଇଥିଲା । ଏନେଇ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରିକରିଛନ୍ତି ହାଇକୋର୍ଟ । ଆସନ୍ତା, ୨୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବା ନେଇ କୋର୍ଟ ଧାର୍ଯ୍ୟ କରିଛନ୍ତି ।  

   Related Posts