ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନ୍ଦୁଝରରେ କୁକୁଡା ମଡକ: କାଇଁଝରି ଡ୍ୟାମ୍‌ରେ ଭାସୁଛନ୍ତି ଶହ ଶହ ମଲା କୁକୁଡ଼ା

9/03/2020 at 3:26 PM

କେନ୍ଦୁଝର ୯/୩: କେନ୍ଦୁଝରରେ କୁକୁଡା ମଡକ । କାଇଁଝରି ଡ୍ୟାମରେ ଭାସୁଛି ଶହ ଶହ ମଲା କୁକୁଡ଼ା । ଏକାଧିକ ବସ୍ତାରେ ଭର୍ତ୍ତି ମଲା କୁକୁଡ଼ା ପାଣିରେ ଭାସୁଛନ୍ତି । ବାର୍ଡ ଫ୍ଲୁ ହୋଇଥିବାରୁ କୁକୁଡ଼ା ଗୁଡିକୁ ଏଭଳି ଡ୍ୟାମରେ ଫିଙ୍ଗିଦେଇଥିବା ଲୋକେ ସନ୍ଦେହ କରିଛନ୍ତି ।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି । ଫଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । କାରଣ କାଇଁଝରି ଡ୍ୟାମରୁ କେନ୍ଦୁଝର ସହରକୁ ପିଇବା ପାଣି ଯୋଗାଣ ହେଉଛି ।

   Related Posts