ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ଅସହାୟ ଲକ୍ଷ୍ମଣ ପାଇକରାୟଙ୍କ ପରିବାର

Published By : Prameya-News7 Bureau | September 09, 2018 IST

ଗରିବଙ୍କ ପାଇଁ ସରକାରଙ୍କର କେତେକଣ ଯୋଜନା । ସକାଳୁ ସକାଳୁ ଖବରକାଗଜ ଖୋଲିଦେଲେ ଖାଲି ଗରିବଙ୍କ ପାଇଁ ସରକାରଙ୍କର ପୁଳାପୁଳା ଯୋଜନାର ବିଜ୍ଞାପନ । କିନ୍ତୁ ଏହାର ବାସ୍ତବ ରୂପାୟନକେତେ ତାହା ଯେତେବେଳେ ଜଣାପଡ଼େ ଭାବିଲେ ଦୁଃଖ ଲାଗେ । ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ଏପରି ଏକ ଅସହାୟ ଓ ଦୁଃଖୀ ପରିବାର ବିଷୟରେ ଖବର ପଠାଇଛନ୍ତି ବ୍ରହ୍ମଗିରିର ଜଣେ ହ୍ବାଟସଆପ୍ ରିପୋର୍ଟର ବିଦ୍ୟାଧର ବେହେରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.