ବାଲେଶ୍ବରରେ ବର୍ଷା ସହ କୁଆପଥର ମାଡ଼, କୁଆପଥର ପଡ଼ିବାର ଦୃଶ୍ୟ ସମସ୍ତଙ୍କୁ କରିଥିଲା ଭୟଭୀତ, ଦେଖନ୍ତୁ ଦୃଶ୍ୟ
3/03/2020 at 9:14 PM

ବାଲେଶ୍ବର୩/୩: ବାଲେଶ୍ବର ସହରରେ ବର୍ଷା ସହ ପ୍ରବଳ କୁଆପଥର ମାଡ଼ ହୋଇଛି । ଅପରାହ୍ନ ପାଞ୍ଚଟା ପରେ ହଠାତ୍ ବର୍ଷା ଆସିଲା ଆଉ ବର୍ଷା ହେବାର କିଛି ସମୟ ପରେ କୁଆପଥର ମାଡ଼ ହୋଇଥିଲା । ଏତେ ପରିମାଣରେ କୁଆ ପଥର ମାଡ଼ ହୋଇଥିଲା ଯେ ଲୋକେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ। ବର୍ଷା ଓ କୁଆ ପଥର ମାଡ଼ ଯୋଗୁଁ ଆଜି ଅପରାହ୍ନଠାରୁ ଦୋକାନ ବଜାର ବନ୍ଦ ରହିଛି। ବହୁ ସମୟ ଧରି ବର୍ଷା ଲାଗି ରହିଛି। ଏପରି ଅଦିନିଆ ବର୍ଷାରେ ସାଧାରଣ ଲୋକେ ପ୍ରଭାବିତ ହୋଇଛନ୍ତି।
Related Posts
ପୂଜା ଭୋଗ ଖାଇ ୨୦ ଛାତ୍ରୀ ଅସୁସ୍ଥ, ଭୀମସାରରେ ଭର୍ତ୍ତି
28 January 2023
ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ
28 January 2023