suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଲେଶ୍ବରରେ ବର୍ଷା ସହ କୁଆପଥର ମାଡ଼, କୁଆପଥର ପଡ଼ିବାର ଦୃଶ୍ୟ ସମସ୍ତଙ୍କୁ କରିଥିଲା ଭୟଭୀତ, ଦେଖନ୍ତୁ ଦୃଶ୍ୟ

3/03/2020 at 9:14 PM

ବାଲେଶ୍ବର୩/୩: ବାଲେଶ୍ବର ସହରରେ ବର୍ଷା ସହ ପ୍ରବଳ କୁଆପଥର ମାଡ଼ ହୋଇଛି । ଅପରାହ୍ନ ପାଞ୍ଚଟା ପରେ ହଠାତ୍ ବର୍ଷା ଆସିଲା ଆଉ ବର୍ଷା ହେବାର କିଛି ସମୟ ପରେ କୁଆପଥର ମାଡ଼ ହୋଇଥିଲା । ଏତେ ପରିମାଣରେ କୁଆ ପଥର ମାଡ଼ ହୋଇଥିଲା ଯେ ଲୋକେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ। ବର୍ଷା ଓ କୁଆ ପଥର ମାଡ଼ ଯୋଗୁଁ ଆଜି ଅପରାହ୍ନଠାରୁ ଦୋକାନ ବଜାର ବନ୍ଦ ରହିଛି। ବହୁ ସମୟ ଧରି ବର୍ଷା ଲାଗି ରହିଛି। ଏପରି ଅଦିନିଆ ବର୍ଷାରେ ସାଧାରଣ ଲୋକେ ପ୍ରଭାବିତ ହୋଇଛନ୍ତି। 

   Related Posts