ରାଜ୍ୟରେ ୨୧ଯାଏଁ ବର୍ଷିବ ନିଆଁ

Published By : Prameya-News7 Bureau | June 20, 2018 IST

ରାଜ୍ୟରେ ୨୧ଯାଏଁ ବର୍ଷିବ ନିଆଁ । ଆହୁରି ୪୮ ଘଣ୍ଟା ଯାଏଁ ଆକାଶ ରୁ ନିଆଁ ବର୍ଷା ହେବ । ଓଡ଼ିଶାର ବିଭିନ୍ନ ସ୍ଥାନ ତାପାମତ୍ରା ୪୦ ଡିଗ୍ରୀ ଉପରେ ରହିବ । ତେବେ ଗେ।ଟିଏ ଦୁଇଟି ସ୍ଥାନରେ କାଳ ବୈଶାଖୀ ବର୍ଷା ହେ।ଇପାରେ । ଜୁନ ୨୨ ପରେ ତାତିରୁ ଆଶ୍ବସ୍ତି ମିଳିବ । ୨୩ରୁ ୨୫ ମଧ୍ୟରେ ଓଡ଼ିଶା ଉପକୂଳ ରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ୨୪ ବେଳକୁ ମୌସୁମୀ ପୁଣିଥରେ ସକ୍ରିୟ ହେବାର ସମ୍ଭାବନା ରହିଛି । ୫ ଦିନ ହେଲା ରାଜ୍ୟର କେତେକ ସ୍ଥାନରେ ଅସହ୍ୟ ତାତି ଅନୁଭୂତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.