କଟକରେ ନିଆଁ ବର୍ଷା
Published By : Prameya-News7 Bureau | June 18, 2018 IST
ତତଲା କଡେଇରେ ସିଝୁଛି ରାଜ୍ୟର ଅଧିକାଂଶ ଅଞ୍ଚଳ । ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ରାସ୍ତାଘାଟ ଖାଁ ଖାଁ । ଆବଶ୍ୟକ ନଥିଲେ ଲୋକେ ବାହାରକୁ ବାହାରୁ ନାହାନ୍ତି । କଟକରେ ଲଗାତାର ପାଞ୍ଚଦିନ ହେବ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ତେବେ ଆଜି କଟକ ସହରରେ ସ୍ଥିତି କେମିତି ରହିଛି ଆସନ୍ତୁ ଦେଖିବା