ସାରା ରାଜ୍ୟରେ ନିଆଁ ବର୍ଷା
17/04/2018 at 5:38 AM

ରାଜ୍ୟର ବିଭିନ୍ନ ସହରରେ ତାତିର ପ୍ରକୋପ ବଢ଼ିବାରେ ଲାଗିଛି
ଗତକାଲି ୧୦ ସହରର ପାରଦ ୪୦ ଡିଗ୍ରୀ ଛୁଇଁଥିଲା
ସାରା ରାଜ୍ୟ ଗରମ ଓ ତାତି ଛଟପଟ ହଉଛି
ଭୁବନେଶ୍ୱର ତାପମାତ୍ରା ୪୧.୨ ଡିଗ୍ରୀ ଥିଲା
ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୩ \୪ ଭିତରେ ଅଧିକାଂଶ ସହରର ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ