କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
8/02/2023 at 10:54 AM

ଭୁବନେଶ୍ୱର ୦୮/୦୨: ଧିରେ ଧିରେ ରାଜ୍ୟରେ ଥଣ୍ଡା କମୁଛି ତାତି ବଢୁଛି । ଭୁବନେଶ୍ବର ପାଣିପାଗ କେନ୍ଦ୍ର ରୁ ମିଳିଥିବା ସୂଚନା ଅନୁସାରେ ଆଗାମୀ ୭ଦିନ ମଧ୍ୟରେ ରାଜ୍ୟର ପାଣି ପାଗ ରେ କୌଣଷି ପରିବର୍ତ୍ତନ ନାହିଁ । ଦିନ ତାପ ମାତ୍ର ସ୍ଵାଭାବିକ ଠାରୁ ଅଧିକ ରହୁଛି ।
ବୌଦ୍ଧରେ ତାପମାତ୍ରା ସର୍ବାଧିକ ୩୪.୫ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଯଦି ଏପଟେ କଟକ ଓ ଭୁବନେଶ୍ବର ତାପମାତ୍ରା ଦେଖିବା ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ ଦିନ ତାପମାତ୍ରା ୩୧ ରୁ ୩୩ଡିଗ୍ରୀ ରହିବ ବୋଲି ପୂର୍ବାନୁମାନ କରିଛି । ସେହିପରି ରାତ୍ରି ତାପମାତ୍ରା ୧୭ରୁ ୧୮ଡ଼ିଗ୍ରୀ ରହିବ ବୋଲି ଆକଳନ କରିଛି ।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023