LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ତାତିରେ ଆଉତୁ ପାଉଟୁ ସାରା ରାଜ୍ୟ

23/04/2018 at 11:27 AM

ପଶ୍ଚିମ ଆସାମ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି
ଦକ୍ଷିଣ ପୂର୍ବରୁ ପବନ ବହୁଛି
ଏହାର ପ୍ରଭାବରେ କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା
ବିଶେଷ କରି ଉପକୂଳ ଓ ଆଖପାଖ ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା
ବର୍ତ୍ତମାନ ବାୟୁମଣ୍ଡଳର ଆର୍ଦ୍ରତା ୪୫ରୁ ୫୦ ପ୍ରତିଶତ ରହୁଛି
ଆସନ୍ତା ୨୭ ଯାଏଁ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୪୦-୪୩ ଡିଗ୍ରୀ ଛୁଇଁବ
ଦିନ ୧ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି
ଏହାସହ ଝାରସୁଗୁଡାର ତାପମାତ୍ରା ବି ୩୮ ଡିଗ୍ରୀ ସେଲସିୟସ
ଗତକାଲି ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି

Leave a Reply

   Related Posts