ତାତିରୁ ନାହିଁ ନିସ୍ତାର ; ଅସମ୍ଭାଳ ଗରମରେ ଜନଜୀବନ ଅସ୍ତବ୍ୟସ୍ତ
23/04/2018 at 6:15 AM

ତାତିରୁ ନାହିଁ ନିସ୍ତାର ; ଅସମ୍ଭାଳ ଗରମରେ ଜନଜୀବନ ଅସ୍ତବ୍ୟସ୍ତ
ରାଜ୍ୟର ୧୩ଟି ସହରର ପାରଦ ୪୦ଡିଗ୍ରୀ ଉପରେ ରହିଛି
ସୋନପୁର ଓ ବଲାଙ୍ଗୀର ତାପମାତ୍ରା ସର୍ବାଧିକ ୪୩.୨ ଡିଗ୍ରୀ ରହିଛି
ଟିଟିଲାଗଡ଼ରେ ତାପମାତ୍ରା ୪୩ ଡିଗ୍ରୀ ରହିଛି
ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ତାତି ଜାରି ରହିବ ବୋଲି ପାଣିପାଗ ବିଭାଗର ସୂଚନା ରହିଛି