oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଆଜି ପ୍ରଦୀପ ମହାରଥୀଙ୍କ ଜାମିନ୍ ଆବେଦନ ଶୁଣାଣି, ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ୨୨ ତାରିଖରୁ ଗିରଫ ହୋଇଛନ୍ତି ମହାରଥୀ

27/04/2019 at 9:52 AM

ଭୁବନେଶ୍ବର ୨୭|୪: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଜେଲ୍ ଯିବେ ନା ତାଙ୍କୁ ବେଲ୍ ମିଳିବ । ଆଜି ତାର ଫଇସଲା ଶୁଣାଇବେ ସ୍ବତନ୍ତ୍ର ପ୍ରାଧିକୃତ କୋର୍ଟ । ଗତ ୨୪ ତାରିଖରେ ମହାରଥୀଙ୍କ ଜାମିନ୍ ଶୁଣାଣି ହେବାର ଥିଲା କିନ୍ତୁ କେସ୍ ଡାଏରୀ ଓ ଇଞ୍ଜୁରୀ ରିପୋର୍ଟ କୋର୍ଟରେ ସବମିଟ୍ ହୋଇନଥିବାରୁ ଆଜି ପାଇଁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଥିଲା ।

ଗତ ୨୧ ତାରିଖରେ ମହାରଥୀଙ୍କ ଫାର୍ମ ହାଉସ୍‌ରେ ଫ୍ଲାଇଂ ସ୍କ୍ବାର୍ଡର ଚଢାଉ ବେଳେ ମାଜିଷ୍ଟ୍ରେଟ୍ ଏବଂ ଟିମ୍‌ର ଅନ୍ୟ ସଦସ୍ୟଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ପିପିଲି ପୋଲିସ ପ୍ରଦୀପ ମହାରଥୀଙ୍କୁ ୨୨ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତାଙ୍କ ବିରୋଧରେ ଦଫା ୩୦୭ ହତ୍ୟା ପାଇଁ ଉଦ୍ୟମରୁ ଆରମ୍ଭ କରି ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯ ଦଫା ଲଗାଇଛି । ଏଥିସହ ୧୭୧ ବି, ୧୮୬ ଓ ଏବଂ ଲୋକ ପ୍ରତିନିଧି ଆଇନ ୧୨୩ରେ ମାମଲା ରୁଜୁ କରିଛି ପୋଲିସ ।  

   Related Posts