previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧର୍ମଗଡ : ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା, ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି
  • ||
  • ମୋହନା : ଲଗାଣ ବର୍ଷାରେ ବୃଦ୍ଧି ପାଇଲା ହରଭଙ୍ଗୀ ନଦୀର ଜଳସ୍ତର, ୪ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ସାନଖେମୁଣ୍ଡି : କୂଅରେ ପଡିଲା ଜଙ୍ଗଲୀ ବାରହା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପୁରୀ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ : ଭାସିଯାଇ ଯୁବତୀଙ୍କ ମୃତ୍ୟୁ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ଶିଶୁ ସମେତ ୩ ଆହତ
  • ||
  • ସମ୍ବଲପୁର : ବ୍ରେକ୍ ଫେଲ୍ ହେଲା ଚଳନ୍ତା ବସ୍‌, ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା
  • ||
  • କାମାକ୍ଷାନଗର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • ବିହାରରେ ବଦଳିବ ରାଜନୈତିକ ସମୀକରଣ : କଂଗ୍ରେସ-ଆରଜେଡି ସମର୍ଥନରେ ସରକାର ଗଢିବେ ନୀତିଶ !
  • ||
  • ଜୟପୁର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • କଣ୍ଟାବାଞ୍ଜି : ଗାଁ ନିକଟ ମହୁଲ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ନା’ ହତ୍ୟା ଅସ୍ପଷ୍ଟ
  • ||

ପୁରୁଷମାନେ ଖାଆନ୍ତୁ ମେଥି ମଞ୍ଜୀ : ଟେଷ୍ଟୋଷ୍ଟିରନ୍‌ ମାତ୍ରା ବଢ଼ିବା ସହିତ ଶରୀରକୁ ମିଳିବ ଅନେକ ଲାଭ

23/05/2022 at 11:57 PM

ଭୁବନେଶ୍ୱର ୨୩/୦୫ : ଯଦି ପୁରୁଷମାନେ ତାଙ୍କ ଖାଦ୍ୟାଭ୍ୟାସରେ ମେଥୀ ମଞ୍ଜି ସାମିଲ କରନ୍ତି ତାହେଲେ ସେମାନଙ୍କୁ ବହୁତ ଭଲ ଲାଭ ମିଳିବ। ଯେଉଁମାନଙ୍କର ବୈବାହିକ ଜୀବନ ଭଲରେ ବିତୁ ନାହିଁ ସେମାନେ ଏହାକୁ ଖାଇ ପାରିବେ। ଏହାଦ୍ୱାରା ଆପଣଙ୍କୁ ଗୋଟିଏ ନୁହେଁ ବରଂ ଅନେକ ଲାଭ ମିଳିଥାଏ।  ସବୁଠାରୁ ବଡ଼ କଥା ହେଉଛି ଏହାକୁ ଖାଇଲେ ପୁରୁଷଙ୍କ ଶରୀରରେ ଟେଷ୍ଟୋଷ୍ଟିରନ ହରମୋନ୍‌ର ମାତ୍ରା ବଢିଥାଏ। ଆସନ୍ତୁ ଜାଣିବା ଏହା ଛଡ଼ା ମେଥି ମଞ୍ଜି ଖାଇଲେ ଆମ ଶରୀରକୁ ଆଉ କେଉଁ ଲାଭ ମିଳିଥାଏ।   

ଯେଉଁ ଲୋକମାନଙ୍କର ରକ୍ତ ଶର୍କରା ସ୍ଥର ନିୟନ୍ତ୍ରଣରେ ରହୁନାହିଁ ସେମାନେ ଏହାକୁ ନିହାତି ଖାଇବା ଆବଶ୍ୟକ। ଏହାଦ୍ୱାରା ଆପଣଙ୍କ ରକ୍ତ ଶର୍କରା ନିୟନ୍ତ୍ରଣରେ ରହିଥାଏ। ତେଣୁ ଆପଣ ଏହାକୁ ନିହାତି ଖାଆନ୍ତୁ।  

ଏହା ସହିତ ମେଥୀ ମଞ୍ଜି ଶରୀରରେ ମାଂସ ପେଷୀ ମଜବୁତ କରିବାରେ ସାହାଜ୍ୟ କରିଥାଏ। ଯେଉଁ ଲୋକମାନେ ଜିମ୍‌ ଯାଆନ୍ତି ସେମାନେ ତାଙ୍କ ଖାଦ୍ୟାଭ୍ୟାସରେ ଏହାକୁ ନିହାତି ସାମିଲ କରିବା ଆବଶ୍ୟକ। ଏହାଦ୍ୱାରା ଆପଣଙ୍କୁ ବହୁତ ଲାଭ ମିଳିବ।

ମେଥି ମଞ୍ଜୀ ଖାଇଲେ ଆପଣଙ୍କ ଶରୀରରେ ଶକ୍ତି ବଢ଼ିଥାଏ। ଯେଉଁ ଲୋକମାନଙ୍କର ଶରୀରରେ  ଶକ୍ତି କମ୍‌ ଥାଏ ସେମାନେ ଏହାକୁ ଖାଇବା ଅତ୍ୟାନ୍ତ ଆବଶ୍ୟକ। ଏହା ଖାଇଲେ ଆପଣଙ୍କ ଶରୀରରେ ଶକ୍ତି କମ୍‌ ହେବ ନାହିଁ।

ମେଥି ମଞ୍ଜୀ ଖାଇଲେ ପୁରୁଷଙ୍କ ଶରୀରରେ ଟେଷ୍ଟୋଷ୍ଟିରନ ହରମୋନର ସ୍ଥର ସନ୍ତୁଳିତ ହୋଇ ରହିଥାଏ। ସୂଚନାଥାଉକି, ମେଥି ମଞ୍ଜୀରେ ଫୁରଷ୍ଟାନୋଲିକ ସପୋନିୟନ ନାମକ ତତ୍ୱ ଥାଏ ଯାହାକି ଶରୀରରେ ସୁସ୍ଥ ଟେଷ୍ଟୋଷ୍ଟିରନ ସ୍ତରକୁ ବଢ଼ାଇବାରେ ସାହାଜ୍ୟ କରିଥାଏ।   

   Related Posts