ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ପରିଚାଳନା କମିଟି ଗଠନକୁ ନେଇ ବିବାଦ, ପ୍ରଧାନ ଶିକ୍ଷକ ଓ ସିଆରସିସିଙ୍କୁ ତାଲା ପକାଇଲେ ଅଭିଭାବକ

11/03/2023 at 1:39 PM

ଭଦ୍ରକ ୧୧/୦୩: ବିଦ୍ୟାଳୟ ପରିଚାଳନା କମିଟି ଗଠନକୁ ନେଇ ବିବାଦ । ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ସିଆରସିସିଙ୍କୁ ତାଲା ପକାଇଲେ ଅଭିଭାବକ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧିନ ଖଡ଼ିସିଙ୍ଗା ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ପରିସରରେ ଘଟିଛି ଘଟଣା ।

ସୂଚନା ଅନୁଯାୟୀ ବିଦ୍ୟାଳୟ ପରିସରରେ ଏକ ସାଧାରଣ ବୈଠକ ଆୟୋଜିତ ହେବାର ଥିଲା, ଯେଉଁ ବୈଠକରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପାଇଁ ସଭ୍ୟ ଓ ସଭ୍ୟା ଚୟନ ହୋଇଥାନ୍ତା ଓ ଅନ୍ୟାନ୍ୟ ଆଲୋଚନା ହୋଇଥାନ୍ତା । କିନ୍ତୁ କେତେକ କାରଣ ବଶତଃ ଏହି ବୈଠକକୁ ବାତିଲ କରଯାଇଥିଲା ।

ବୈଠକ ବାତିଲ ହେବା ଜାଣିବା ପରେ ଅଭିଭାବକ ମାନେ ବିଦ୍ୟାଳୟ ପରିସରରେ ଧାରଣାରେ ବସିଥିଲେ । ଖବର ପାଇଁ ସିଆରସିସି ଆସିବା ପରେ ଉଭୟ ପ୍ରଧାନଶିକ୍ଷକ ଓ ସିଆରସିସି ଙ୍କୁ ବିଦ୍ୟାଳୟ ଘରେ ତାଲା ପକାଇଦେଇଛନ୍ତି ।

   Related Posts