ଜେଲ୍‌ରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଆକ୍ରମଣ, ତଣ୍ଟି କାଟି ଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | August 29, 2022 IST

ପୁରୀ ୨୯।୦୮: ଜେଲ୍‌ ଭିତରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ମରଣାନ୍ତକ ଆକ୍ରମଣ । ଅପରାଧୀ ଧୀରେନ୍ଦ୍ରନାଥ ଓରଫ ପପୁ ବରାଳଙ୍କୁ ତଣ୍ଟି କାଟି ହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

{"id":677562,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଗତ୨୩ ତାରିଖରେ ଦାଦାବଟି ଆଦାୟ ମାମଲାରେ ସମୁଦ୍ରକୂଳ ଥାନା ପୋଲିସ ଦ୍ବାରା ଗିରଫ ହୋଇ ଜେଲ ଯାଇଥିଲା ଧୀରେନ୍ଦ୍ରନାଥ ଓରଫ ପପୁ ବରାଳ। ହେଲେ ଏବେ ତାଙ୍କୁ ହଠାତ୍‌ ଜେଲ୍‌ ଭିତରେ ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ସେ ଗୁରୁତର ଅବସ୍ଥାରେ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.