ବଟି ପାଇଁ ମର୍ଡର ! କାଠ ଫାଳିଆରେ ପିଟି ପିଟି ଜଣଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର
31/10/2020 at 3:01 PM

ରାଉରକେଲା ୩୧।୧୦: ଷ୍ଟିଲ ସିଟିରେ ହତ୍ୟାକାଣ୍ଡ । କାଠ ଫାଳିଆରେ ପିଟି ପିଟି ଜଣଙ୍କୁ ହତ୍ୟା କରାଯାଇଛି । ମୃତକ ସାଗର ରାୟ ବୋଲି ଜଣାପଡିଛି । ରାଉରକେଲା ଟ୍ରାଫିକ ଗେଟ୍ ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ । ବଟି ଆଦାୟକୁ ନେଇ ହତ୍ୟା କାଣ୍ଡ ଘଟିଥିବା ସୂଚନା ମିଳିଛି । ସେହିପରି ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଥିବା ଜଣାପଡିଛି । ଗୁରୁତର ଥିବା ଯୁବକ ଆକାଶ ସେଠୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି । ସେପଟେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ମାରିଛି ।
Related Posts
ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ; ଜଣେ ଆହତ
29 May 2023