ଖାସି ପାଇଁ ହତ୍ୟା ! ପିଟି ପିଟି ମାରିଦେଲା ମାଂସ ଦୋକାନୀ

ରାଉରକେଲା ୦୬।୧୨ : ଖାସି ମାଂସ ପାଇଁ ହତ୍ୟା । ମାଂସ ପାଇଁ ଜଣେ ଆରଏସପି କର୍ମଚାରୀଙ୍କ ହତ୍ୟା କରାଯାଇଛି । ମୃତକ ଆରଏସ୍‌ପି କର୍ମଚାରୀ ପଦ୍ମଲୋଚନ ପୂର୍ତ୍ତି ବୋଲି ଜଣାପଡିଛି । ମାଂସ ବେପାରୀ ବାଡେ଼ଇ ମାରିଦେଇଥିବା ସୂଚନା ରହିଛି । ମାଂସ ବେପାରୀର ନାମ ଦେବାଶିଷ ସାହୁ ବୋଲି ଜଣାପଡିଛି । ଖବର ଅନୁଯାୟୀ, ରାଉରକେଲା ବନ୍ଧମୁଣ୍ଡା ଥାନା ତିକକାନଗରରେ ଏହି ହତ୍ୟାକାଣ୍ଡ ଘଟିଛି । ଦେବାଶିଷ ସାହୁ ନାମକ ମାଂସ ବେପାରୀଠୁ ମାଂସ … Continue reading ଖାସି ପାଇଁ ହତ୍ୟା ! ପିଟି ପିଟି ମାରିଦେଲା ମାଂସ ଦୋକାନୀ