Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ଯୌତୁକ ଜୁଇରେ ଜଳିଲା ନବବଧୂ, ଜୁସ୍‌ରେ ବିଷ ଦେଇ ହତ୍ୟା କଲେ ଶାଶୁ ଘରଲୋକେ !

16/02/2023 at 12:07 PM

ଯାଜପୁର ୧୬।୦୨ : ଅଧିକ ଯୌତୁକ ପାଇଁ ଗର୍ଭବତୀକୁ ହତ୍ୟା ଅଭିଯୋଗ । ଯୌତୁକ ଲୋଭି ଶାଶୁ ଘର ଲୋକେ ବୋହୁକୁ ଜୁସରେ ବିଷ ଦେଇ ହତ୍ୟା କରିଥିବା ନେଇ ବାପ ଘର ଲୋକେ ଅଭିଯୋଗ କରିଛନ୍ତି । ଏହା ପରେ ପୋଲିସ ହାତ ବାନ୍ଧି ବସିଛି। ଯାଜପୁର ବିଂଝାରପୁର ଥାନା ଗୁହାଳି ପଦାସାହି ଗାଁର ବ୍ରଜ ଯେନାଙ୍କ ଝିଅ ମିଲିକୁ ଶାଶୁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ତେବେ ମୃତ୍ୟୁ ପୂର୍ବରୁ ମିଲି ଦେଇଥିବା ବୟାନର ଭିଡିଓ ଭାଇରାଲ ହୋଇଛି। ତଥାପି ପୋଲିସ କାହା ଚାପରେ ଅଭିଯୁକ୍ତ ସ୍ୱାମୀ,ଶ୍ବଶୁର,ନଣଦଙ୍କୁ ଗିରଫ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି ଅଭିଯୁକ୍ତ ପରିବାର ଲୋକଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ସପରିବାର ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି l

   Related Posts