ଭୁଲିଗଲା ସଂପର୍କ, ମାଆକୁ କଟୁରିରେ ହାଣିଲା ପୁଅ

Published By : Prameya-News7 Bureau | January 26, 2022 IST

କଟକ ୨୬।୦୧: ମାଆକୁ କଟୁରିରେ ହାଣି ହତ୍ୟା କଲା ପୁଅ । ବିଡାନାସୀ ଥାନା ଅନ୍ତର୍ଗତ କନିକା ଛକରେ ହତ୍ୟାକାଣ୍ଡ। ମୃତକ କନିକା ରାଜ ପରିବାରର ହୋଇଥିବା ସୂଚନା । ପୋଲିସର ତଦନ୍ତ ଆରମ୍ଭ ।

ଖବର ଅନୁଯାୟୀ, ପାରିବାରିକ କଳହକୁ କେନ୍ଦ୍ର କରି ମାଆ ଓ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ପୁଅ ଉତ୍‌କ୍ଷିପ୍ତ ହୋଇ ମାଆକୁ କଟୁରୀରେ ହାଣି ହତ୍ୟା କରିଛି ପୁଅ । ହତ୍ୟାକାଣ୍ଡ ସଂପର୍କରେ ଖବର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସେପଟେ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି । ହତ୍ୟାକାରୀ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.