ବିଭତ୍ସ ହତ୍ୟା, କଟୁରୀରେ ହାଣି ଅଲଗା କରିଦେଲା ମୁଣ୍ଡ ଆଉ ଗଣ୍ଡି
20/08/2022 at 11:14 AM

ବଡ଼ବିଲ ୨୦।୦୮ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ମାଝୀସାହିରେ ବିଭତ୍ସ ହତ୍ୟା । କଟୁରୀରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଲା ହତ୍ୟାକାରୀ । ମୃତକ ମାଝିସାହିର ନାଣ୍ଡୁ ମୁଣ୍ଡା ବୋଲି ଜଣାପଡିଛି ।
ତେବେ ପୂର୍ବଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ବାମେବାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଠୁବୁ ମାଝୀକୁ ଥାନାରେ ଅଟକ ରଖିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023
ଷ୍ଟିୟରିଂ ଫେଲ୍ ମାରିବାରୁ ଓଲଟିଲା ଯାତ୍ରୀବାହୀ ବସ୍, ୧୫ରୁ ଅଧିକ ଆହତ
27 January 2023
ଯାତ୍ରୀବାହି ବସ୍ ଓଲଟି ୧୦ ଆହତ; ଉଦ୍ଧାର କାର୍ଯ୍ୟ ଜାରି
27 January 2023