ଜଙ୍ଗଲରୁ ମାଈ ହାତୀର ମୃତଦେହ ଠାବ, କାରଣ ଅସ୍ପଷ୍ଟ

Published By : Prameya-News7 Bureau | June 30, 2022 IST

ଅନଗୁଳ ୩୦/୦୬: ମାଈ ହାତୀର ମୃତଦେହ ଠାବ । ପମ୍ପାସର ରେଞ୍ଜ ଟାଇସି ନୂଆପଡା ନିକଟସ୍ଥ ଜଙ୍ଗଲରୁ ମିଳିଲା ମୃତଦେହ । ହାତୀର ବୟସ ପାଖାପାଖି ୭ରୁ ୧୦ ବର୍ଷ ମଧ୍ୟରେ ହେବ । ଖବର ପାଇ ବନ ବିଭାଗ ଘଟଣା ସ୍ଥଳକୁ ଯାଇଛନ୍ତି ।

ମୁତ୍ୟୁର କାରଣ ଅଷ୍ପଷ୍ଟ ରହିଥିବା ବେଳେବେଳେ କିଛିଦିନ ପୂର୍ବରୁ ଅନୁରୂପ ଏକ ଛୁଆ ହାତୀରର ଟିକରପଡା ନିକଟସ୍ଥ କୁଶଖଳା ନିକଟରେ ମୁତ୍ୟୁ ହୋଇଥିଲା । ଗୋଟିଏ ପରେ ଗୋଟିଏ ହାତୀର ମୁତ୍ୟୁ ବନ ବିଭାଗର ମନିଟରିଂ ପ୍ରତି ଅଙ୍ଗୁଳି ନିର୍ଦେଶ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.