scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କନ୍ତଲେଇରେ ମାତିଲା ଦନ୍ତା: ରାତିରେ ଘର ଭାଙ୍ଗିଲା, ଖାଇଗଲା ଧାନଚାଉଳ

21/03/2022 at 8:39 AM

ତେଲକୋଇ୨୧/୦୩ : ଗତ କିଛି ଦିନ ପରେ ପୁଣି ହାତୀ ଉପଦ୍ରବ । ତେଲକୋଇ କନ୍ତଲେଇ ଗାଁରେ ଉପଦ୍ରବ କରିଛି ଦନ୍ତା । ଗତକାଲି ବିଳମ୍ବିତ ରାତିରେ ଗାଁରେ ପଶି ଦୁଇ ଘର ଭାଙ୍ଗିଦେଇଛି । ଘର ଭାଙ୍ଗିନି ଧାନଚାଉଳ ଖାଇବା ସହ ବ୍ୟାପକ ନଷ୍ଟ କରିଛି ।

ଫଳରେ ସ୍ଥାନୀୟ ଅଞ୍ଚଳରେ ଦନ୍ତାର ଏଭଳି ଉପଦ୍ରବ ହେତୁ ଲୋକେ ଭୟଭୀତ ହୋଇପଡିଛନ୍ତି । ଲୋକଙ୍କ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ତେବେ ବନବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇଛି କି ନାହିଁ ସେନେଇ କୌଣସି ଖବର ମିଳିନି ।

   Related Posts