oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଜଙ୍ଗଲରେ ପଡିଛି ହାତୀର ମୃତଦେହ : ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ମୃତ୍ୟୁର କାରଣ

10/04/2022 at 1:56 PM

କୁଚିଣ୍ଡା ୧୦।୦୪ : ଜଙ୍ଗଲରେ ପଡିଛି ହାତୀର ମୃତଦେହ ।  ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ  କୁଚିଣ୍ଡା ରେଞ୍ଜ ଅନ୍ତର୍ଗତ ବିଞ୍ଜିଖୋଲ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ମାଖନା ହାତୀର ମୃତଦେହ ଠାବ ହୋଇଛି ।

ହାତୀର ମୃତଦେହଟି ଯେଉଁଠାରେ ପଡିଛି ସେହି ସ୍ଥାନଟି ସୁନ୍ଦରଗଡ ଓ ସମ୍ବଲପୁର ସୀମାରେ ହୋଇଥିବା ବେଳେ ବନବିଭାଗ ପହଞ୍ଚିବାରେ କିଛିଟା ବିଳମ୍ବ ହୋଇଥିଲା । ତଦନ୍ତ ପରେ ହାତୀ ପାଟିରେ ଘା ହୋଇ ପଚି ଯାଇଥିବା ଦେଖିବାକୁ ମିଳିଥିଲା। ବନ ବିଭାଗ ହାତୀର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଘଟଣା ସ୍ଥଳରେ ରେଞ୍ଜର ଗଗନ ବିହାରୀ ମଲ୍ଲିକ ଓ ବନ କର୍ମଚାରୀ ଉପସ୍ଥିତ ଅଛନ୍ତି। ତଥାପି କେଉଁ କାରଣରୁ ହାତୀର ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ପରେ କାରଣ ସ୍ପଷ୍ଟ ଜଣାପଡିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି।

   Related Posts