ବିଦ୍ୟୁତ ତାର ନେଲା ହାତୀ ଜୀବନ, ମୃତଦେହ ଜଗିଛନ୍ତି ୧୬ ଟିକିଆ ହାତୀପଲ
15/12/2022 at 10:47 AM

ଦେବଗଡ୧୫/୧୨: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀ ମୃତ । ରିଆମାଳ ରେଞ୍ଜ ଅନ୍ତର୍ଗତ ଖିଲବେର୍ଣ୍ଣୀ ଗ୍ରାମରେ ଘଟିଛି ଘଟଣା । ହାତୀର ମୃତ୍ୟୁ ପରେ ଘଟଣାସ୍ଥଳରେ ଜଗି ରହିଛନ୍ତି ୧୬ ଟିକିଆ ହାତୀପଲ । ନିକଟରେ ଥିବା ଏକ କମଳା ବଗିଚା ଉଜାଡିଦେଲେ ଉତ୍ୟକ୍ତ ହାତୀ । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚିଛନ୍ତି ।
Related Posts
ଜେଲ୍ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
31 January 2023
ଭଦ୍ରକରେ ପୋଲ ତଳକୁ ଓଲଟିଲା ଟ୍ରକ୍, ୩ଜଣ ଗୁରୁତର
31 January 2023
ବ୍ୟାଙ୍କ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ରିମାଣ୍ଡରେ ନେଲା ପୋଲିସ
31 January 2023