Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ବିଦ୍ୟୁତ ତାର ନେଲା ହାତୀ ଜୀବନ, ମୃତଦେହ ଜଗିଛନ୍ତି ୧୬ ଟିକିଆ ହାତୀପଲ

15/12/2022 at 10:47 AM

ଦେବଗଡ୧୫/୧୨: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀ ମୃତ । ରିଆମାଳ ରେଞ୍ଜ ଅନ୍ତର୍ଗତ ଖିଲବେର୍ଣ୍ଣୀ ଗ୍ରାମରେ ଘଟିଛି ଘଟଣା । ହାତୀର ମୃତ୍ୟୁ ପରେ ଘଟଣାସ୍ଥଳରେ ଜଗି ରହିଛନ୍ତି ୧୬ ଟିକିଆ ହାତୀପଲ । ନିକଟରେ ଥିବା ଏକ କମଳା ବଗିଚା ଉଜାଡିଦେଲେ ଉତ୍ୟକ୍ତ ହାତୀ । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚିଛନ୍ତି ।

   Related Posts