ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
2/02/2023 at 8:29 AM

ତେଲକୋଇ ୦୨/୦୨: ପୁଣି ହାତୀଛୁଆର ମୃତ୍ୟୁ । ଜଙ୍ଗଲରେ ପଡିଛି ମୃତଦେହ । ତେବେ ଦନ୍ତାହାତୀ ଆକ୍ରମଣରେ ହାତୀଛୁଆର ମୃତ୍ୟୁ ହୋଇଥିବା ସୂଚନା । ବିମଳା ଫରେଷ୍ଟ ବିଟ ଓଢଣା ଗାଁ ନିକଟ ଜଙ୍ଗଲରେ ଘଟିଛି ଘଟଣା ।
ସୂଚନା ଥାଉକି, ଜଙ୍ଗଲରେ ହାତୀଛୁଆ ଉଫରେ ଆକ୍ରମଣ କରିଥିଲେ ଦନ୍ତା । ଫଳରେ ସେହିଠାରେ ହିଁ ତାର ମୃତ୍ୟୁ ହୋଇଥିଲା । ଏବେ ଜଙ୍ଗଲରେ ପଡିରହିଛି ଛୁଆହାତୀର ମୃତଦେହ । ତେବେ ପ୍ରକୃତରେ ଏହା ଦନ୍ତା ଆକ୍ରମଣରେ ମୃତ୍ୟୁ ନାଁ ଆଉ କିଛି ତାହା ବନବିଭାଗ ତଦନ୍ତ ପରେ ସ୍ପଷ୍ଟ ହେବ ।
Related Posts
ଗଞ୍ଜେଇ ବୋଝେଇ ପିକ୍ଅପ୍କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
22 March 2023