ହାତୀ ଆକ୍ରମଣରେ ଜଣେ ମୃତ, ଚାଷ କରିବାକୁ ଯିବାବେଳେ ମାତିଲା ଦନ୍ତା

Published By : Prameya-News7 Bureau | July 25, 2022 IST

ଅନୁଗୁଳ ୨୫/୦୭: ଅନଗୁଳ ଛେଣ୍ଡିପଦା ମାରୁଧିପ ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ହେଲେ ସେହି ଗାଁର ଦୁର୍ଯ୍ୟୋଧନ ସାହୁ । ସେ ସକାଳୁ ସକାଳୁ ବିଲକୁ ଚାଷ କରିବାକୁ ଯାଇଥିଲା ବେଳେ ହାତୀ ଆକ୍ରମଣ କରିଥିଲା ।

ଚାଷ ଜମିରେ ପଡି ରହିଛି ଦୁର୍ଯ୍ୟୋଧନଙ୍କ ମୃତ ଶରୀର । ଖବର ପାଇ ଛେଣ୍ଡିପଦା ବନ ବିଭାଗ ଘଟଣା ସ୍ଥଳରେ ପହଁଚିଛନ୍ତି । ଗୋଟିଏ ହାତୀ ସେହି ଆଖପାଖରେ ବୁଲୁଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.