oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଞ୍ଜିଲାଲ ମେହେରଙ୍କୁ ମିଳିଲା ଅନ୍ତରୀଣ ଜାମିନ୍…

22/01/2020 at 10:15 PM

ବଲାଙ୍ଗୀର୨୨/୧: ପୁଞ୍ଜିଲାଲ ମେହେରଙ୍କୁ ଅନ୍ତରୀଣ ଜାମିନ୍। ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବେ।ମା ବିସ୍ଫୋରଣ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ୪ ଦିନିଆ ଜାମିନ୍ ପ୍ରଦାନ କରିଛନ୍ତି ହାଇକେ।ର୍ଟ। ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ୪ ଦିନିଆ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି କେ।ର୍ଟ ।

୨୪ ତାରିଖରେ ଜେଲରୁ ବାହାରିବେ ପୁଞ୍ଜିଲାଲ । ତେବେ ୨୮ ତାରିଖ ଭିତରେ ଜେଲରେ ହାଜର ହେବା ନେ।ଟିସ୍ ଜାରି କରାଯାଇଛି । ତେବେ ବାହାରକୁ ଗଲେ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଜଣାଇବାକୁ ପଡିବ । ଏଥି ସହ ଜାମିନରେ ବାହାରିଥିବା ବେଳେ ଗଣମାଧ୍ୟମ ସହ କଥା ହେ।ଇ ପାରିବେନି ବେ।ଲି ସର୍ତ୍ତ ରଖାଯାଇଛି ।

   Related Posts