ଶୁବମନଙ୍କୁ ହାର୍ଟ ଇମୋଜି ଦେଲେ ସାରା, ହାର୍ଦ୍ଦିକ କହିଲେ-ମୋଷ୍ଟ ଓ୍ୱେଲକମ୍ ଫ୍ରମ୍‌…

ମୁମ୍ଵାଇ ୦୭।୦୬: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ଖେଳାଳୀ ଶୁବମନ ଗିଲ । ବର୍ତ୍ତମାନ ସେ ପ୍ରୋଫେସନାଲ ଅପେକ୍ଷା ପର୍ସନାଲ ଲାଇଫକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ବିଷୟରେ ଏବେ ଅନେକ ଆଲୋଚନା ହେଉଛି। କୁହାଯାଉଛି ଯେ ଶୁବମନ ଏବଂ ସାରା ତେନ୍ଦୁଲକର ପରସ୍ପରକୁ ଡେଟ କରୁଛନ୍ତି। ଉଭୟଙ୍କ ପ୍ରଶଂସକ ପ୍ରମାଣ ଖୋଜିବା ପାଇଁ ଉଭୟଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ନା କିଛି ଖୋଜିଥିଲେ। ଯେଉଁଥିରେ ସେମାନେ ଏହି … Continue reading ଶୁବମନଙ୍କୁ ହାର୍ଟ ଇମୋଜି ଦେଲେ ସାରା, ହାର୍ଦ୍ଦିକ କହିଲେ-ମୋଷ୍ଟ ଓ୍ୱେଲକମ୍ ଫ୍ରମ୍‌…