Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶୁବମନଙ୍କୁ ହାର୍ଟ ଇମୋଜି ଦେଲେ ସାରା, ହାର୍ଦ୍ଦିକ କହିଲେ-ମୋଷ୍ଟ ଓ୍ୱେଲକମ୍ ଫ୍ରମ୍‌…

7/06/2023 at 8:04 AM

ମୁମ୍ଵାଇ ୦୭।୦୬: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ଖେଳାଳୀ ଶୁବମନ ଗିଲ । ବର୍ତ୍ତମାନ ସେ ପ୍ରୋଫେସନାଲ ଅପେକ୍ଷା ପର୍ସନାଲ ଲାଇଫକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ବିଷୟରେ ଏବେ ଅନେକ ଆଲୋଚନା ହେଉଛି। କୁହାଯାଉଛି ଯେ ଶୁବମନ ଏବଂ ସାରା ତେନ୍ଦୁଲକର ପରସ୍ପରକୁ ଡେଟ କରୁଛନ୍ତି। ଉଭୟଙ୍କ ପ୍ରଶଂସକ ପ୍ରମାଣ ଖୋଜିବା ପାଇଁ ଉଭୟଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ନା କିଛି ଖୋଜିଥିଲେ। ଯେଉଁଥିରେ ସେମାନେ ଏହି ଦୁଇ ଜଣଙ୍କର ମଧ୍ୟରେ  ଏମିତି କିଛି ପାଇଛନ୍ତି । ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଲାଣି । ଯାହା ଏବେ ସୋସିଆଲ ମିଡିଆରେ ବି ଭାଇରାଲ ହେବାରେ ଲାଗିଛି ।

Sara

ନିକଟରେ ଯେତେବେଳେ ପ୍ରଶଂସକମାନେ ସାରା ତେନ୍ଦୁଲକର ଏବଂ ଶୁବମନ ଗିଲଙ୍କ କମେଣ୍ଟ ଯାଞ୍ଚ କରୁଥିଲେ।  ସେତେବେଳେ ସେମାନେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କମେଣ୍ଟ ମଧ୍ୟ ଦେଖିବାକୁ ପାଇଥିଲେ।  ଯାହା ପରେ ସମସ୍ତେ ଜାଣି ଯାଇଥିଲେ କି ହଁ  ଦୁଇ ଜଣଙ୍କ ମଧ୍ୟରେ ନିଶ୍ଚିତ ଭାବରେ କିଛି ନା କିଛି ଚାଲିଛି। ସାରା ଶୁବମନଙ୍କ ଭିଡିଓ ଉପରେ ଏକ କମେଣ୍ଟ ଦେଇଥିଲେ। ଯାହା ତଳେ ହାର୍ଦ୍ଦିକ ପାଣ୍ଡ୍ୟା ଲେଖିଥିଲେ, ‘ଶୁବମନଙ୍କ ତରଫରୁ ଧନ୍ୟବାଦ’। ଏହା  ନିଶ୍ଚିତ କରିଛି ଯେ ଶୁବମନ ଏବଂ ସାରାଙ୍କ ମଧ୍ୟରେ ନିଶ୍ଚିତ ଭାବରେ କିଛି ନା କିଛି ଚାଲିଛି, ନଚେତ୍ ହାର୍ଦ୍ଦିକ ଏହିପରି କମେଣ୍ଟ ଦେଇ ନଥାନ୍ତେ।

Sara Ali Khan Shubman

ସାରା ତେନ୍ଦୁଲକର ପ୍ରଥମ ନୁହଁନ୍ତି । ଯେଉଁମାନଙ୍କ ସହ ଶୁବମନଙ୍କ ନାମ ଜଡିତ ଅଛି। ଏହାପୂର୍ବରୁ ଶୁବମନ ଏବଂ ସାରା ଅଲି ଖାନଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହି ଦୁଇ ଜଣଙ୍କର ଫଟୋ ଭାଇରାଲ ହେବା ପରେ କୁହାଯାଉଥିଲା କି ଦୁହେଁ ଡେଟିଂ କରୁଛନ୍ତି କିନ୍ତୁ ଏହି ଖବର ବନ୍ଦ ହୋଇଯାଇଥିଲା। କାହିଁକି ନା ଶୁଣିବାକୁ ମିଳିଲା କି ଦୁହେଁ ଦୁହିଁଙ୍କୁ ସୋସିଆଲ ମିଡିଆରେ ଅନଫଲୋ କରି ଦେଇଛନ୍ତି।

You Can Read :

   Related Posts