୪୨ ବର୍ଷରେ ପାଦ ଥାପିଲେ MS, ରଚିଯାଇଛନ୍ତି ଏମିତି ରେକର୍ଡ, ଯାହା ଭାଙ୍ଗିବା ମୁସ୍କିଲ୍

ମୁମ୍ୱାଇ ୦୭/୦୭: ଜୁଲାଇ ୭, ୧୯୮୧ । ଉତ୍ତରାଖଣ୍ଡ ଲାୱଲିରେ ଜନ୍ମ । ଧୋନୀଙ୍କ ମା’ ଦେବକୀ ଦେବୀ ଓ ପିତା ପାନ ସିଂହ। ଛୋଟବେଳୁ ଫୁଟବଲ୍ରେ ରୁଚି ରଖୁଥିବା ଧୋନୀ ବିଶ୍ଵ କ୍ରିକେଟର ଜଣେ ପରିଚିତ ନାଁ। ଉତ୍ତରାଖଣ୍ଡରେ ଜନ୍ମ ସତ କିନ୍ତୁ ବାପାଙ୍କ ଚାକିରୀ ପାଇଁ ସେ ରହୁଥିଲେ ରାଞ୍ଚିରେ । ଧୋନୀଙ୍କର ଗୋଟିଏ ଭାଇ ନରେନ୍ଦ୍ର ଓ ଗୋଟିଏ ଭଉଣୀ ଜୟନ୍ତି ଅଛନ୍ତି । ଡିଏଭି ଜବାହର ବିଦ୍ୟା ମନ୍ଦିରରେ ଧୋନୀ ଛୋଟବେଳେ … Continue reading ୪୨ ବର୍ଷରେ ପାଦ ଥାପିଲେ MS, ରଚିଯାଇଛନ୍ତି ଏମିତି ରେକର୍ଡ, ଯାହା ଭାଙ୍ଗିବା ମୁସ୍କିଲ୍