Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ପାହାଡ ଉପରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

18/03/2023 at 5:11 PM

ରାଉରକେଲା ୧୮।୩: ପାହାଡ ଉପରେ ଝୁଲୁଛି ଯୁବକଙ୍କ ମୃତଦେହ l ମୃତ ଯୁବକ ରିଙ୍କୁ ସାହୁ । ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ବୈଷ୍ନୋଦେବୀ ଦୁର୍ଗାପୁର ପାହାଡ଼ ଉପରେ ଘଟିଛି ଘଟଣା l ରିଙ୍କୁଙ୍କ ଘର ଟିମ୍ବର କଲୋନୀରେ l

ରିଙ୍କୁ ଶୁକ୍ରବାର ରାତିରୁ ନିଖୋଜ ଥିଲେ । ଘର ଲୋକେ ଅନେକ ଖୋଜାଖୋଜି କରିବା ପରେ ଅପରାହ୍ନରେ ଖବର ମିଳିଲା ରିଙ୍କୁଙ୍କ ମୃତଦେହ ପାହାଡ ଉପର ଏକ ଗଛରେ ଝୁଲୁଛି । ରିଙ୍କୁ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କେହି ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଖବର ପାଇବା ପରେ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିବା ପାଇଁ ଯୋଜନା କରୁଥିବା ଜଣାପଡିଛି ।

   Related Posts