scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ?

8/09/2021 at 10:46 AM

ଜଳେଶ୍ବର ୮।୯: ଜଳେଶ୍ବର ଥାନା ପଞ୍ଚୁଘଣ୍ଟା ପୁରାତନ ବାଲି ସୈରାତ ନିକଟ ଗଛ ଡାଳରେ ଝୁଲୁଛି ଯୁବକଙ୍କ ମୃତଦେହ । ଯୁବକ ଜଣଙ୍କ ହେଲେ ସ୍ଥାନୀୟ ଅଞ୍ଚଳର ଚନ୍ଦ୍ରମୋହନ ସିଂଙ୍କର ପୁଅ ଗଣେଶ ସିଂ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ପଞ୍ଚୁଘଣ୍ଟା ଗ୍ରାମ ପୁରୁଣା ବାଲି ସୈରାତ ସ୍ଥାନୀୟ ବାସିନ୍ଦାମାନେ ନଦୀ ପଠାକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ଏକ ଗଛ ଡାଳରେ ଜଣେ ଯୁବକ ବେକରେ ରଶି ଲଗାଇ ଝୁଲୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଗାଁ ଲୋକେ ଘଟଣାସ୍ଥଳକୁ ଆସି ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଗଛ ମୂଳରେ ଚପଲ ପଡିଥିବା ଦେଖିବାକୁ ମିଳିଛି । ଏହା ଏକ ଆତ୍ମହତ୍ୟା ବୋଲି ସ୍ଥାନୀୟ ଲୋକମାନେ ସନ୍ଦେହ କରୁଥିବା ବେଳେ ପୋଲିସ ତଦନ୍ତ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ।

   Related Posts