ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ପୋଲିସର ଛାନ୍‌ଭିନ୍‌

Published By : Prameya-News7 Bureau | February 27, 2024 IST

ରାଇରଙ୍ଗପୁର ୨୭।୦୨ : ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର-ଗୋରୁମହିଷାଣି ମୁଖ୍ୟ ରାସ୍ତା କଡ଼ ପୋଲିସ କଲୋନୀ ସମ୍ମୁଖରୁ ଠାବ ହୋଇଛି ମୃତଦେହ । ଘଟଣାସ୍ଥଳରେ ପୋଲିସର ଛାନ୍‌ଭିନ୍‌ ଆରମ୍ଭ ।

{"id":914272,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ସକାଳୁ ସକାଳୁ ଲୋକମାନେ ଷ୍ଟାଡିୟମ୍‌କୁ ପ୍ରାତଃ ଭ୍ରମଣରେ ଯାଉଥିଲେ । ଏହି ସମୟରେ ରାସ୍ତା କଡ଼ରେ ଥିବା ଗଛରେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ । ତେବେ ମୃତକ ନିନୀ ନାମକ ବସ୍‌ର ହେଲ୍‌ପର ଭାବେ କାମ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ହେଲେ ମୃତ୍ୟୁ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ପୋଲିସକୁ ମିଳିନାହିଁ ।

wp:embed {"url":"https://www.prameyanews7.com/businessman-rescued-from-burla/","type":"wp-embed","providerNameSlug":"prameya-news-7"}
https://www.prameyanews7.com/businessman-rescued-from-burla/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.