ରାଇରଙ୍ଗପୁରରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | October 29, 2018 IST

ମୟୁରଭଞ୍ଜ ୨୯/୧୦: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।ମୃତ ଯୁବକ ଜାମଦା ଥାନା ସାଗଯୋଡି ଗ୍ରାମର ଲାବୁ ବିରୁଆ।ମୃତ ଦେହକୁ ପୁଲିସ ଜବତ କରି ଏକ ଅପମୃତ୍ୟୁ ମାମଲା ଦାୟର କରିଛି।ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି ପୁଲିସ।ଯୁବକ ମାନସିକ ରୋଗୀ ଥିବାର ସୂଚନା ମିଳିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.