ରାଇରଙ୍ଗପୁରରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର
29/10/2018 at 11:32 AM

ମୟୁରଭଞ୍ଜ ୨୯/୧୦: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।ମୃତ ଯୁବକ ଜାମଦା ଥାନା ସାଗଯୋଡି ଗ୍ରାମର ଲାବୁ ବିରୁଆ।ମୃତ ଦେହକୁ ପୁଲିସ ଜବତ କରି ଏକ ଅପମୃତ୍ୟୁ ମାମଲା ଦାୟର କରିଛି।ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି ପୁଲିସ।ଯୁବକ ମାନସିକ ରୋଗୀ ଥିବାର ସୂଚନା ମିଳିଛି।