ଶିବ ମନ୍ଦିର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର
13/06/2018 at 5:44 AM

ଢେଙ୍କାନାଳ ଜିଲ୍ଲା ରାସୋଳ ଚିତ୍ତଲପୁରସ୍ଥିତ ଉଗ୍ରେଶ୍ବର ମହାଦେବ ମନ୍ଦିରରୁ ମିଳିଲା ମୃତଦେହ…ମୃତକ ରାସୋଳ ନୂଆପାଟଣା ଗାଁର ନିରଞ୍ଜନ ସାହୁ … ଶିବ ଲିଙ୍ଗ ଉପରେ ଥିବା ଘଣ୍ଟିରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି … ବେକରେ ଶାଢୀ ଦେଇ ସେ ଆତ୍ମହତ୍ୟା କରିଛନ୍ତି …
ମାନସିକ ପୂରଣ ପାଇଁ ସେ ଗତ ୨୧ ଦିନ ଧରି ମନ୍ଦିରରେ ଅଧିଆ ପଡିଥିଲେ … ସକାଳୁ ମନ୍ଦିର ଖୋଲିବା ପରେ ମୃତଦେହ ଦେଖିଥିଲେ ପୂଜକ … ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ … ଘଟଣାସ୍ଥଳରେ ରାସୋଳ ପୋଲିସର ତଦନ୍ତ…